or_tn/rom/04/18.md

12 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# In hope he believed against hope
ଏହି ରୂଢ଼ିର ଅର୍ଥ ହେଉଛି ଯେ ଅବ୍ରାହାମ ପୁତ୍ର ଲାଭ କରିପାରିବେ ବୋଲି ଆଶ ନ ଥିବା ସତ୍ତ୍ବେ ମଧ୍ୟ ସେ ଈଶ୍ବରଙ୍କଠାରେ ବିଶ୍ବାସ କଲେ । ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ଦ୍ବାରା ଉତ୍ତରାଧିକାରୀ ହେବା ଅସମ୍ଭବ ଥିବା ସତ୍ତ୍ବେ ମଧ୍ୟ, ସେ ଈଶ୍ବରଙ୍କଠାରେ ବିଶ୍ବାସ କଲେ” (ଦେଖ”[[rc://*/ta/man/translate/figs-explicit]])
# according to what he had been told
ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ଈଶ୍ବର ଅବ୍ରାହାମଙ୍କୁ କହିଲେ” (ଦେଖ”[[rc://*/ta/man/translate/figs-activepassive]])
# So will your descendants be
ଈଶ୍ବର ଅବ୍ରାହାମକୁ ଦେଇଥିବା ସମ୍ପୂର୍ଣ୍ଣ ପ୍ରତିଜ୍ଞାକୁ ସ୍ପଷ୍ଟ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ଗଣି ପାରିବା ଠାରୁ ଅଧିକ ତୁମ୍ଭର ବଂଶ ହେବ” (ଦେଖ:[[rc://*/ta/man/translate/figs-explicit]])