or_tn/rom/04/16.md

24 lines
2.8 KiB
Markdown

# For this reason
ଏଣୁ
# it is by faith
ଈଶ୍ବର ଯାହା ପ୍ରତିଜ୍ଞା କରିଅଛନ୍ତି ତାହାକୁ ପ୍ରାପ୍ତ ହେବା ବିଷୟକୁ “ଏହା” ଶବ୍ଦଟି ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “କେବଳ ବିଶ୍ବାସ ଦ୍ବାରା ଆମ୍ଭେମାନେ ପ୍ରତିଜ୍ଞା ପାଇଅଛୁ” କିମ୍ବା “ବିଶ୍ବାସ ଦ୍ବାରା ଆମ୍ଭେମାନେ ପ୍ରତିଜ୍ଞା ଗ୍ରହଣ କରୁଛୁ”
# in order that the promise may rest on grace
“ଅନୁଗ୍ରହରେ ପ୍ରତିଜ୍ଞା ରହିବ” ବାକ୍ୟାଂଶଟି ସୂଚିତ କରେ ଯେ କେବଳ ତାହାଙ୍କ ଅନୁଗ୍ରହ ସକାଶେ ଈଶ୍ବର ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ଦେଉଅଛନ୍ତି । ଅନ୍ୟ ଏକ ଅନୁବାଦରେ: “ଯେପରି ସେ ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ଏକ ମୁକ୍ତ ଉପହାର ହୋଇପାରେ” ବା “ଯେପରି ତାହାଙ୍କ ପ୍ରତିଜ୍ଞା ତାହାଙ୍କ ଅନୁଗ୍ରହ ସକାଶେ ହୋଇପାରେ” (ଦେଖ:[[rc://*/ta/man/translate/figs-metaphor]])
# those who are under the law
ଏହା ଯିହୂଦୀ ଲୋକମାନଙ୍କୁ ଦର୍ଶାଏ, ଯେଉଁମାନେ ମୋଶାଙ୍କ ବ୍ୟବସ୍ଥାକୁ ପାଳନ କରିବା ପାଇଁ ବାଧ୍ୟ ଥିଲେ I
# those who share the faith of Abraham
ଏହା ସେହି ଲୋକମାନଙ୍କୁ ଦର୍ଶାଏ, ଯାହାଙ୍କଠାରେ, ଅବ୍ରାହାମ ସୁନ୍ନତ ହେବା ପୁର୍ବରୁ ଯେପରି ବିଶ୍ବାସ କରୁଥିଲେ, ସେପରି ବିଶ୍ବାସ ଅଛି । ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଅବ୍ରାହାମଙ୍କ ପରି ବିଶ୍ବାସ କରନ୍ତି”
# father of us all
ଏଠାରେ “ଆମ୍ଭେମାନେ” ଶବ୍ଦଟି ପାଉଲଙ୍କୁ ଓ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁଥିବା ସମସ୍ତ ଯିହୂଦୀ ଓ ଅଣ-ଯିହୂଦୀମାନଙ୍କୁ ଦର୍ଶାଏ। ଅବ୍ରାହାମ ଯିହୂଦୀଲୋକମାନଙ୍କର ଏକ ଶାରୀରିକ ପୂର୍ବପୁରୁଷ ଅଟନ୍ତି, କିନ୍ତୁ ସେ ଯେଉଁମାନେ ବିଶ୍ବାସ କରନ୍ତି, ସେମାନଙ୍କର ମଧ୍ୟ ଆତ୍ମିକ ପିତା ଅଟନ୍ତି । (ଦେଖ:[[rc://*/ta/man/translate/figs-inclusive]])