or_tn/rom/04/03.md

1.0 KiB

For what does the scripture say

ପାଉଲ ଗୁରୁତ୍ବ ଦେବା ପାଇଁ ଏହି ପ୍ରଶ୍ନର ବ୍ୟବହାର କରନ୍ତି I ସେ ଶାସ୍ତ୍ର ବିଷୟରେ କହନ୍ତି ସତେ ଯେମିତି ସେଗୁଡିକ ଜୀବିତ ଥିଲେ ଓ କଥା କହି ପାରୁଥିଲେ I ଅନ୍ୟ ଏକ ଅନୁବାଦରେ: “କାରଣ ଆମ୍ଭେମାନେ ଶାସ୍ତ୍ରରେ ପଢିପାରିବା” (ଦେଖ:[[rc:///ta/man/translate/figs-rquestion]] ଓ [[rc:///ta/man/translate/figs-personification]])

it was counted to him as righteousness

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ପରମେଶ୍ବର ଅବ୍ରାହାମକୁ ଧାର୍ମିକ ବ୍ୟକ୍ତି ବୋଲି ଗଣନା କଲେ” (ଦେଖ:rc://*/ta/man/translate/figs-activepassive)