or_tn/rom/04/03.md

8 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# For what does the scripture say
ପାଉଲ ଗୁରୁତ୍ବ ଦେବା ପାଇଁ ଏହି ପ୍ରଶ୍ନର ବ୍ୟବହାର କରନ୍ତି I ସେ ଶାସ୍ତ୍ର ବିଷୟରେ କହନ୍ତି ସତେ ଯେମିତି ସେଗୁଡିକ ଜୀବିତ ଥିଲେ ଓ କଥା କହି ପାରୁଥିଲେ I ଅନ୍ୟ ଏକ ଅନୁବାଦରେ: “କାରଣ ଆମ୍ଭେମାନେ ଶାସ୍ତ୍ରରେ ପଢିପାରିବା” (ଦେଖ:[[rc://*/ta/man/translate/figs-rquestion]] ଓ [[rc://*/ta/man/translate/figs-personification]])
# it was counted to him as righteousness
ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ପରମେଶ୍ବର ଅବ୍ରାହାମକୁ ଧାର୍ମିକ ବ୍ୟକ୍ତି ବୋଲି ଗଣନା କଲେ” (ଦେଖ:[[rc://*/ta/man/translate/figs-activepassive]])