or_tn/rom/03/26.md

708 B

This all happened for the demonstration of his righteousness at this present time

ଈଶ୍ବର କେମିତି ଲୋକମାନଙ୍କୁ ନିଜ ସହିତ ଧାର୍ମିକ ବା ସଠିକ୍ କରନ୍ତି, ଏହା ଦେଖିବାପାଇଁ ସେ ଏହା କଲେ

so that he could be just, and justify the one who has faith in Jesus

ଏହା ଦ୍ବାରା ସେ ଦେଖାନ୍ତି ଯେ ସେ ଉଭୟ ନ୍ୟାୟବାନ୍ ଅଟନ୍ତି ଓ ଯୀଶୁଙ୍କଠାରେ ବିଶ୍ବାସ କରୁଥିବା ପ୍ରତ୍ୟେକଙ୍କୁ ସେ ଧାର୍ମିକ ବୋଲି ଘୋଷଣା କରନ୍ତି