# This all happened for the demonstration of his righteousness at this present time ଈଶ୍ବର କେମିତି ଲୋକମାନଙ୍କୁ ନିଜ ସହିତ ଧାର୍ମିକ ବା ସଠିକ୍ କରନ୍ତି, ଏହା ଦେଖିବାପାଇଁ ସେ ଏହା କଲେ # so that he could be just, and justify the one who has faith in Jesus ଏହା ଦ୍ବାରା ସେ ଦେଖାନ୍ତି ଯେ ସେ ଉଭୟ ନ୍ୟାୟବାନ୍ ଅଟନ୍ତି ଓ ଯୀଶୁଙ୍କଠାରେ ବିଶ୍ବାସ କରୁଥିବା ପ୍ରତ୍ୟେକଙ୍କୁ ସେ ଧାର୍ମିକ ବୋଲି ଘୋଷଣା କରନ୍ତି