or_tn/rom/03/19.md

2.0 KiB

whatever the law says, it speaks

ପାଉଲ ଏଠାରେ ବ୍ୟବସ୍ଥା ବିଷୟରେ କହନ୍ତି ସତେ ଯେମିତି ତାହା ଜୀବିତ ଓ ତାହାର ନିଜସ୍ବ ସ୍ବର ଥିଲା I ଅନ୍ୟ ଏକ ଅନୁବାଦରେ: “ସମସ୍ତ କିଛି ଯାହା ବ୍ୟବସ୍ଥା କହେ, ତାହା ଲୋକମାନେ କରିବା ଉଚିତ୍” କିମ୍ବା “ସମସ୍ତ ଆଜ୍ଞାଗୁଡିକ, ଯାହା ମୋଶା ବ୍ୟବସ୍ଥାରେ ଲେଖିଅଛନ୍ତି” (ଦେଖ:rc://*/ta/man/translate/figs-personification)

the ones who are under the law

ଯେଉଁମାନେ ବ୍ୟବସ୍ଥା ପାଳନ କରିବା ଉଚିତ

in order that every mouth may be shut

ଏଠାରେ “ମୁଖ” ଏକ ସୂଚନାତ୍ମକ ଶବ୍ଦ ଅଟେ,ଏହାର ଅର୍ଥ ଲୋକମାନେ ଯାହ କୁହନ୍ତି। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତେଣୁ ଜଣେ ହେଲେ ସୁଦ୍ଧା ନିଜକୁ ରକ୍ଷା କରିବା ପାଇଁ ଠିକ୍ କଥା କହିପାରିବେ ନାହିଁ” (ଦେଖ:[[rc:///ta/man/translate/figs-synecdoche]] ଓ [[rc:///ta/man/translate/figs-activepassive]])

the whole world held accountable to God

ଏଠାରେ “ଜଗତ” ଏକ ସୂଚନାତ୍ମକ ବାକ୍ୟାଂଶ ଅଟେ, ଯାହା ଜଗତରେ ବାସ କରୁଥିବା ସମସ୍ତ ଲୋକମାନଙ୍କୁ ଦର୍ଶାଏ। ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଜଗତର ସମସ୍ତଙ୍କୁ ଦୋଷୀ ବୋଲି ଘୋଷଣା କରିପାରିବେ” (ଦେଖ:rc://*/ta/man/translate/figs-synecdoche)