# whatever the law says, it speaks ପାଉଲ ଏଠାରେ ବ୍ୟବସ୍ଥା ବିଷୟରେ କହନ୍ତି ସତେ ଯେମିତି ତାହା ଜୀବିତ ଓ ତାହାର ନିଜସ୍ବ ସ୍ବର ଥିଲା I ଅନ୍ୟ ଏକ ଅନୁବାଦରେ: “ସମସ୍ତ କିଛି ଯାହା ବ୍ୟବସ୍ଥା କହେ, ତାହା ଲୋକମାନେ କରିବା ଉଚିତ୍” କିମ୍ବା “ସମସ୍ତ ଆଜ୍ଞାଗୁଡିକ, ଯାହା ମୋଶା ବ୍ୟବସ୍ଥାରେ ଲେଖିଅଛନ୍ତି” (ଦେଖ:[[rc://*/ta/man/translate/figs-personification]]) # the ones who are under the law ଯେଉଁମାନେ ବ୍ୟବସ୍ଥା ପାଳନ କରିବା ଉଚିତ # in order that every mouth may be shut ଏଠାରେ “ମୁଖ” ଏକ ସୂଚନାତ୍ମକ ଶବ୍ଦ ଅଟେ,ଏହାର ଅର୍ଥ ଲୋକମାନେ ଯାହ କୁହନ୍ତି। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତେଣୁ ଜଣେ ହେଲେ ସୁଦ୍ଧା ନିଜକୁ ରକ୍ଷା କରିବା ପାଇଁ ଠିକ୍ କଥା କହିପାରିବେ ନାହିଁ” (ଦେଖ:[[rc://*/ta/man/translate/figs-synecdoche]] ଓ [[rc://*/ta/man/translate/figs-activepassive]]) # the whole world held accountable to God ଏଠାରେ “ଜଗତ” ଏକ ସୂଚନାତ୍ମକ ବାକ୍ୟାଂଶ ଅଟେ, ଯାହା ଜଗତରେ ବାସ କରୁଥିବା ସମସ୍ତ ଲୋକମାନଙ୍କୁ ଦର୍ଶାଏ। ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଜଗତର ସମସ୍ତଙ୍କୁ ଦୋଷୀ ବୋଲି ଘୋଷଣା କରିପାରିବେ” (ଦେଖ:[[rc://*/ta/man/translate/figs-synecdoche]])