or_tn/rom/03/15.md

912 B

Their feet are swift to pour out blood

ଏଠାରେ “ପାଦ” ଏକ ରୂପକ ଶବ୍ଦ ଅଟେ, ଏହା ଲୋକମାନଙ୍କୁ ପ୍ରତିପାଦନ କରେ। “ରକ୍ତ” ଶବ୍ଦଟି ଏକ ରୂପକ ଅଟେ, ଯାହା ଲୋକମାନଙ୍କୁ ବଧ କରିବା ବିଷୟକୁ ଦର୍ଶାଏ I . ଅନ୍ୟ ଏକ ଅନୁବାଦରେ: “ସେମାନେ ଲୋକମାନଙ୍କୁ କ୍ଷତି କରିବାକୁ ଓ ବଧ କରିବାକୁ ବ୍ୟଗ୍ର ଅଟନ୍ତି” (ଦେଖ:[[rc:///ta/man/translate/figs-synecdoche]] ଓ [[rc:///ta/man/translate/figs-metaphor]])

Their feet

“ସେମାନଙ୍କର” ଶବ୍ଦଟି “ଯିହୂଦୀମାନଙ୍କୁ ଓ ଗ୍ରୀକମାନଙ୍କୁ ଦର୍ଶାଏ ରୋମୀୟ ୩:୯