or_tn/rom/03/15.md

8 lines
912 B
Markdown
Raw Permalink Normal View History

2020-11-19 00:15:53 +00:00
# Their feet are swift to pour out blood
ଏଠାରେ “ପାଦ” ଏକ ରୂପକ ଶବ୍ଦ ଅଟେ, ଏହା ଲୋକମାନଙ୍କୁ ପ୍ରତିପାଦନ କରେ। “ରକ୍ତ” ଶବ୍ଦଟି ଏକ ରୂପକ ଅଟେ, ଯାହା ଲୋକମାନଙ୍କୁ ବଧ କରିବା ବିଷୟକୁ ଦର୍ଶାଏ I . ଅନ୍ୟ ଏକ ଅନୁବାଦରେ: “ସେମାନେ ଲୋକମାନଙ୍କୁ କ୍ଷତି କରିବାକୁ ଓ ବଧ କରିବାକୁ ବ୍ୟଗ୍ର ଅଟନ୍ତି” (ଦେଖ:[[rc://*/ta/man/translate/figs-synecdoche]] ଓ [[rc://*/ta/man/translate/figs-metaphor]])
# Their feet
“ସେମାନଙ୍କର” ଶବ୍ଦଟି “ଯିହୂଦୀମାନଙ୍କୁ ଓ ଗ୍ରୀକମାନଙ୍କୁ ଦର୍ଶାଏ [ରୋମୀୟ ୩:୯](../୦୩/୦୯.md)।