or_tn/rom/03/11.md

1.1 KiB

There is no one who understands

ସଠିକ୍ ବା ଯଥାର୍ଥ ବିଷୟ କ’ଣ ଅଟେ ଏହା ଜାଣିବା ନିମନ୍ତେ କେହି ଜଣେ ହେଲେ ସୁଦ୍ଧା ନୁହନ୍ତି। ଅନ୍ୟ ଏକ ଅନୁବାଦରେ: “ପ୍ରକୃତରେ ସଠିକ୍ ବା ଯଥାର୍ଥ ବିଷୟ କ’ଣ ଅଟେ ବୁଝିବା ନିମନ୍ତେ ଜଣେ ହେଲେ ନାହାନ୍ତି” (ଦେଖ:rc://*/ta/man/translate/figs-explicit)

There is no one who seeks after God

ଏଠାରେ “ଈଶ୍ବରଙ୍କୁ ଖୋଜିବା” ବାକ୍ୟାଂଶର ଅର୍ଥ ହେଉଛି ଈଶ୍ବରଙ୍କ ସହିତ ସମ୍ପର୍କ ରଖିବା। ଅନ୍ୟ ଏକ ଅନୁବାଦରେ: “ଜଣେ ହେଲେ ସୁଦ୍ଧା ଈଶ୍ବରଙ୍କଠାରେ ଆନ୍ତରିକତା ସହିତ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରୁନାହାନ୍ତି” (ଦେଖ:rc://*/ta/man/translate/figs-explicit)