or_tn/rom/03/11.md

8 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# There is no one who understands
ସଠିକ୍ ବା ଯଥାର୍ଥ ବିଷୟ କ’ଣ ଅଟେ ଏହା ଜାଣିବା ନିମନ୍ତେ କେହି ଜଣେ ହେଲେ ସୁଦ୍ଧା ନୁହନ୍ତି। ଅନ୍ୟ ଏକ ଅନୁବାଦରେ: “ପ୍ରକୃତରେ ସଠିକ୍ ବା ଯଥାର୍ଥ ବିଷୟ କ’ଣ ଅଟେ ବୁଝିବା ନିମନ୍ତେ ଜଣେ ହେଲେ ନାହାନ୍ତି” (ଦେଖ:[[rc://*/ta/man/translate/figs-explicit]])
# There is no one who seeks after God
ଏଠାରେ “ଈଶ୍ବରଙ୍କୁ ଖୋଜିବା” ବାକ୍ୟାଂଶର ଅର୍ଥ ହେଉଛି ଈଶ୍ବରଙ୍କ ସହିତ ସମ୍ପର୍କ ରଖିବା। ଅନ୍ୟ ଏକ ଅନୁବାଦରେ: “ଜଣେ ହେଲେ ସୁଦ୍ଧା ଈଶ୍ବରଙ୍କଠାରେ ଆନ୍ତରିକତା ସହିତ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରୁନାହାନ୍ତି” (ଦେଖ:[[rc://*/ta/man/translate/figs-explicit]])