or_tn/rom/03/09.md

12 lines
1.2 KiB
Markdown

# Connecting Statement:
ପାଉଲ ସାରାଂଶଭାବେ କହନ୍ତି ଯେ ସମସ୍ତେ ପାପ ସକାଶେ ଦୋଷୀ ଅଟନ୍ତି, କେହି ବି ଧାର୍ମିକ ନୁହନ୍ତି, ଓ କେହି ମଧ୍ୟ ଈଶ୍ବରଙ୍କୁ ଖୋଜନ୍ତି ନାହିଁ।
# What then? Are we excusing ourselves?
ପାଉଲ ତାହାଙ୍କ ପ୍ରସଙ୍ଗକୁ ଗୁରୁତ୍ବ ଦେବାପାଇଁ ଏହି ପ୍ରଶ୍ନ ପଚାରନ୍ତି I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଯିହୂଦୀ ଜାତି ବୋଲି ଭାବି, ଆମ୍ଭେ ଯିହୂଦୀମାନେ ଈଶ୍ବରଙ୍କ ବିଚାରରୁ ପଳାୟନ କରିବୁ ବୋଲି ମନେ କରିବା ଉଚିତ ନାହିଁ!” (ଦେଖ:[[rc://*/ta/man/translate/figs-rquestion]])
# Not at all
ଏହି ଶବ୍ଦଗୁଡ଼ିକ ସାଧାରଣ “ନାହିଁ” ଶବ୍ଦ ଅପେକ୍ଷା ଦୃଢତର ଅଟେ, ମାତ୍ର “ସମ୍ପୁର୍ଣ୍ଣଭାବେ ନୁହେଁ” ସଦୃଶ ଦୃଢ ନୁହେଁ I