# Connecting Statement: ପାଉଲ ସାରାଂଶଭାବେ କହନ୍ତି ଯେ ସମସ୍ତେ ପାପ ସକାଶେ ଦୋଷୀ ଅଟନ୍ତି, କେହି ବି ଧାର୍ମିକ ନୁହନ୍ତି, ଓ କେହି ମଧ୍ୟ ଈଶ୍ବରଙ୍କୁ ଖୋଜନ୍ତି ନାହିଁ। # What then? Are we excusing ourselves? ପାଉଲ ତାହାଙ୍କ ପ୍ରସଙ୍ଗକୁ ଗୁରୁତ୍ବ ଦେବାପାଇଁ ଏହି ପ୍ରଶ୍ନ ପଚାରନ୍ତି I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଯିହୂଦୀ ଜାତି ବୋଲି ଭାବି, ଆମ୍ଭେ ଯିହୂଦୀମାନେ ଈଶ୍ବରଙ୍କ ବିଚାରରୁ ପଳାୟନ କରିବୁ ବୋଲି ମନେ କରିବା ଉଚିତ ନାହିଁ!” (ଦେଖ:[[rc://*/ta/man/translate/figs-rquestion]]) # Not at all ଏହି ଶବ୍ଦଗୁଡ଼ିକ ସାଧାରଣ “ନାହିଁ” ଶବ୍ଦ ଅପେକ୍ଷା ଦୃଢତର ଅଟେ, ମାତ୍ର “ସମ୍ପୁର୍ଣ୍ଣଭାବେ ନୁହେଁ” ସଦୃଶ ଦୃଢ ନୁହେଁ I