or_tn/rom/03/08.md

1.1 KiB

Why not say ... come""?

ତାହାଙ୍କ କାଳ୍ପନିକ ବିରୋଧୀର ଯୁକ୍ତି ଯେ କେତେ ହାସ୍ୟସ୍ପଦ ଅଟେ, ତାହା ଦେଖାଇବାକୁ ପାଉଲ ଏଠାରେ ନିଜେ ଏକ ପ୍ରଶ୍ନ ପଚାରନ୍ତି । ଅନ୍ୟ ଏକ ଅନୁବାଦରେ: “ମୁଁ ମଧ୍ୟ କହିପାରିବି ... ଆସ!” (ଦେଖ:rc://*/ta/man/translate/figs-rquestion)

as we are falsely reported to say

କେତେକ ଲୋକ ଅନ୍ୟକୁ କହିବା ବେଳେ ମିଥ୍ୟା କହନ୍ତି ଯେ ଏହା ହି ଆମ୍ଭେମାନେ କହୁଅଛୁ

The judgment on them is just

ପାଉଲ ଶିକ୍ଷା ଦେଉଥିବା ବିଷୟଗୁଡ଼ିକ ଉପରେ ମିଥ୍ୟା କହୁଥିବା ଲୋକମାନଙ୍କ ପାଇଁ ଏହା ଯଥାର୍ଥ ହେବ, ଯେତେବେଳେ ପରମେଶ୍ବର ପାଉଲଙ୍କ ଏହି ଶତ୍ରୁମାନଙ୍କୁ ଦଣ୍ଡିତ କରିବେ ।