# Why not say ... come""? ତାହାଙ୍କ କାଳ୍ପନିକ ବିରୋଧୀର ଯୁକ୍ତି ଯେ କେତେ ହାସ୍ୟସ୍ପଦ ଅଟେ, ତାହା ଦେଖାଇବାକୁ ପାଉଲ ଏଠାରେ ନିଜେ ଏକ ପ୍ରଶ୍ନ ପଚାରନ୍ତି । ଅନ୍ୟ ଏକ ଅନୁବାଦରେ: “ମୁଁ ମଧ୍ୟ କହିପାରିବି ... ଆସ!” (ଦେଖ:[[rc://*/ta/man/translate/figs-rquestion]]) # as we are falsely reported to say କେତେକ ଲୋକ ଅନ୍ୟକୁ କହିବା ବେଳେ ମିଥ୍ୟା କହନ୍ତି ଯେ ଏହା ହି ଆମ୍ଭେମାନେ କହୁଅଛୁ # The judgment on them is just ପାଉଲ ଶିକ୍ଷା ଦେଉଥିବା ବିଷୟଗୁଡ଼ିକ ଉପରେ ମିଥ୍ୟା କହୁଥିବା ଲୋକମାନଙ୍କ ପାଇଁ ଏହା ଯଥାର୍ଥ ହେବ, ଯେତେବେଳେ ପରମେଶ୍ବର ପାଉଲଙ୍କ ଏହି ଶତ୍ରୁମାନଙ୍କୁ ଦଣ୍ଡିତ କରିବେ ।