or_tn/rom/03/02.md

12 lines
1.5 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# It is great in every way
୧ ପଦରେ ଦିଆଯାଇଥିବା ବିଷୟଗୁଡ଼ିକୁ ପାଉଲ ଉତ୍ତର ଦେଉଛନ୍ତି । ଏଠାରେ “ଏହା” ଶବ୍ଦଟି ଯିହୂଦୀ ଲୋକମାନଙ୍କର ସଦସ୍ୟ ହେବା ବିଷୟକୁ ଦର୍ଶାଏ। ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଯିହୂଦୀ ହେବାର ଏକ ମହାନ ବିଶେଷତା ରହିଛି” (ଦେଖ:[[rc://*/ta/man/translate/figs-explicit]])
# First of all
ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ପ୍ରଥମରେ ସମୟ କ୍ରମେ” ବା ) “ନିଶ୍ଚିତ ରୂପରେ” କିମ୍ବା ୩) “ଅଧିକ ଗୁରୁତ୍ବପୁର୍ଣ୍ଣ ଭାବରେ.”
# they were entrusted with revelation from God
ଏଠାରେ “ପ୍ରକାଶିତ” ବାକ୍ୟାଂଶଟି ଈଶ୍ବରଙ୍କ ବାକ୍ୟ ଓ ପ୍ରତିଜ୍ଞାଗୁଡିକୁ ଦର୍ଶାଏ। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତାହାଙ୍କ ବାକ୍ୟକୁ ଯିହୂଦୀମାନଙ୍କୁ ଦେଲେ, ଯହିଁରେ ତାହାଙ୍କ ପ୍ରତିଜ୍ଞାଗୁଡ଼ିକ ରହିଛି” (ଦେଖ:[[rc://*/ta/man/translate/figs-explicit]])