or_tn/rom/03/02.md

1.5 KiB
Raw Permalink Blame History

It is great in every way

୧ ପଦରେ ଦିଆଯାଇଥିବା ବିଷୟଗୁଡ଼ିକୁ ପାଉଲ ଉତ୍ତର ଦେଉଛନ୍ତି । ଏଠାରେ “ଏହା” ଶବ୍ଦଟି ଯିହୂଦୀ ଲୋକମାନଙ୍କର ସଦସ୍ୟ ହେବା ବିଷୟକୁ ଦର୍ଶାଏ। ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଯିହୂଦୀ ହେବାର ଏକ ମହାନ ବିଶେଷତା ରହିଛି” (ଦେଖ:rc://*/ta/man/translate/figs-explicit)

First of all

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ପ୍ରଥମରେ ସମୟ କ୍ରମେ” ବା ) “ନିଶ୍ଚିତ ରୂପରେ” କିମ୍ବା ୩) “ଅଧିକ ଗୁରୁତ୍ବପୁର୍ଣ୍ଣ ଭାବରେ.”

they were entrusted with revelation from God

ଏଠାରେ “ପ୍ରକାଶିତ” ବାକ୍ୟାଂଶଟି ଈଶ୍ବରଙ୍କ ବାକ୍ୟ ଓ ପ୍ରତିଜ୍ଞାଗୁଡିକୁ ଦର୍ଶାଏ। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତାହାଙ୍କ ବାକ୍ୟକୁ ଯିହୂଦୀମାନଙ୍କୁ ଦେଲେ, ଯହିଁରେ ତାହାଙ୍କ ପ୍ରତିଜ୍ଞାଗୁଡ଼ିକ ରହିଛି” (ଦେଖ:rc://*/ta/man/translate/figs-explicit)