or_tn/rom/02/28.md

12 lines
786 B
Markdown

# outwardly
ଏହା ଯିହୂଦୀମାନଙ୍କ ପରମ୍ପରାକୁ ଦର୍ଶାଏ, ଯେମିତି ସୁନ୍ନତ, ଯାହା ଲୋକମାନେ ଦେଖିପାରନ୍ତି I
# merely outward in the flesh
ଏହା ଜଣେ ପୁରୁଷ ଲୋକର ଶରୀରରେ ପରିବର୍ତ୍ତନ ଘଟୁଥିବା ବିଷୟକୁ ଦର୍ଶାଏ, ଯେତେବେଳେ ଜଣେ ତାହାକୁ ସୁନ୍ନତ କରେ।
# flesh
ଏହା ସମ୍ପୂର୍ଣ୍ଣ ଶରୀରକୁ ଦର୍ଶାଇବା ପାଇଁ ଏକ ସୂଚିତ ବାକ୍ୟାଂଶ ଅଟେ। ଅନ୍ୟ ଏକ ଅନୁବାଦରେ: “ଶରୀର” (ଦେଖ:[[rc://*/ta/man/translate/figs-synecdoche]])