or_tn/rom/02/28.md

786 B

outwardly

ଏହା ଯିହୂଦୀମାନଙ୍କ ପରମ୍ପରାକୁ ଦର୍ଶାଏ, ଯେମିତି ସୁନ୍ନତ, ଯାହା ଲୋକମାନେ ଦେଖିପାରନ୍ତି I

merely outward in the flesh

ଏହା ଜଣେ ପୁରୁଷ ଲୋକର ଶରୀରରେ ପରିବର୍ତ୍ତନ ଘଟୁଥିବା ବିଷୟକୁ ଦର୍ଶାଏ, ଯେତେବେଳେ ଜଣେ ତାହାକୁ ସୁନ୍ନତ କରେ।

flesh

ଏହା ସମ୍ପୂର୍ଣ୍ଣ ଶରୀରକୁ ଦର୍ଶାଇବା ପାଇଁ ଏକ ସୂଚିତ ବାକ୍ୟାଂଶ ଅଟେ। ଅନ୍ୟ ଏକ ଅନୁବାଦରେ: “ଶରୀର” (ଦେଖ:rc://*/ta/man/translate/figs-synecdoche)