or_tn/rom/02/27.md

1.1 KiB
Raw Permalink Blame History

And will not the one who is naturally uncircumcised condemn you ... the law?

ଦୁଇଟି ପ୍ରଶ୍ନରୁ ଏହା ଦ୍ବିତୀୟ ପ୍ରଶ୍ନ ଯାହା ପାଉଲ ଏଠାରେ ଗୁରୁତ୍ବ ଦେବା ଉଦ୍ଦେଶ୍ୟରେ ପଚାରୁ ଅଛନ୍ତି (ପ୍ରଥମ ପ୍ରଶ୍ନଟି ରୋମୀୟ :୨୬(./୨୬.md ରେ )) ଯେ ସୁନ୍ନତ ସକାଶେ ଜଣେ ବ୍ୟକ୍ତି ଈଶ୍ବରଙ୍କ ଦୃଷ୍ଟିରେ ଧାର୍ମିକ ହୋଇ ନ ଥାଏ । ତୁମ୍ଭେମାନେ ଏହି ପ୍ରଶ୍ନକୁ ଏକ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ଯେଉଁ ଜଣ ଶାରୀରିକ ଭାବେ ସୁନ୍ନତ ହୋଇ ନାହିଁ, ସେ ତୁମ୍ଭମାନଙ୍କୁ ଦଣ୍ଡିତ କରିବ ... ବ୍ୟବସ୍ଥା I” (ଦେଖ:[[rc:///ta/man/translate/figs-rquestion]] ଓ [[rc:///ta/man/translate/figs-activepassive]])