# And will not the one who is naturally uncircumcised condemn you ... the law? ଦୁଇଟି ପ୍ରଶ୍ନରୁ ଏହା ଦ୍ବିତୀୟ ପ୍ରଶ୍ନ ଯାହା ପାଉଲ ଏଠାରେ ଗୁରୁତ୍ବ ଦେବା ଉଦ୍ଦେଶ୍ୟରେ ପଚାରୁ ଅଛନ୍ତି (ପ୍ରଥମ ପ୍ରଶ୍ନଟି ରୋମୀୟ ୨:୨୬(./୨୬.md ରେ )) ଯେ ସୁନ୍ନତ ସକାଶେ ଜଣେ ବ୍ୟକ୍ତି ଈଶ୍ବରଙ୍କ ଦୃଷ୍ଟିରେ ଧାର୍ମିକ ହୋଇ ନ ଥାଏ । ତୁମ୍ଭେମାନେ ଏହି ପ୍ରଶ୍ନକୁ ଏକ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ଯେଉଁ ଜଣ ଶାରୀରିକ ଭାବେ ସୁନ୍ନତ ହୋଇ ନାହିଁ, ସେ ତୁମ୍ଭମାନଙ୍କୁ ଦଣ୍ଡିତ କରିବ ... ବ୍ୟବସ୍ଥା I” (ଦେଖ:[[rc://*/ta/man/translate/figs-rquestion]] ଓ [[rc://*/ta/man/translate/figs-activepassive]])