or_tn/rom/02/25.md

922 B

Connecting Statement:

ପାଉଲ ପ୍ରକାଶ କରୁଅଛନ୍ତି ଯେ ପରମେଶ୍ବରଙ୍କ ବ୍ୟବସ୍ଥାଥିବା ଯିହୂଦୀମାନଙ୍କୁ ସୁଦ୍ଧା ପରମେଶ୍ବର ଆପଣା ବ୍ୟବସ୍ଥା ଦ୍ବାରା ଦଣ୍ଡିତ କରିବେ I

For circumcision indeed benefits you

ମୁଁ ଏହି ସମସ୍ତ ବିଷୟ କହୁଅଛି, କାରଣ ସୁନ୍ନତ ହେବା ଦ୍ବାରା ତୁମ୍ଭମାନଙ୍କର ଉପକାର ହୋଇଅଛି

if you break the law

ଯଦି ତୁମ୍ଭେମାନେ ବ୍ୟବସ୍ଥାରେ ଦିଆଯାଇଥିବା ଆଜ୍ଞା ପାଳନ ନ କର

your circumcision becomes uncircumcision

ଏହା ସତେ ଯେମିତି ତୁମ୍ଭେମାନେ ସୁନ୍ନତ କରାଯାଇ ନ ଥିଲ