# Connecting Statement: ପାଉଲ ପ୍ରକାଶ କରୁଅଛନ୍ତି ଯେ ପରମେଶ୍ବରଙ୍କ ବ୍ୟବସ୍ଥାଥିବା ଯିହୂଦୀମାନଙ୍କୁ ସୁଦ୍ଧା ପରମେଶ୍ବର ଆପଣା ବ୍ୟବସ୍ଥା ଦ୍ବାରା ଦଣ୍ଡିତ କରିବେ I # For circumcision indeed benefits you ମୁଁ ଏହି ସମସ୍ତ ବିଷୟ କହୁଅଛି, କାରଣ ସୁନ୍ନତ ହେବା ଦ୍ବାରା ତୁମ୍ଭମାନଙ୍କର ଉପକାର ହୋଇଅଛି # if you break the law ଯଦି ତୁମ୍ଭେମାନେ ବ୍ୟବସ୍ଥାରେ ଦିଆଯାଇଥିବା ଆଜ୍ଞା ପାଳନ ନ କର # your circumcision becomes uncircumcision ଏହା ସତେ ଯେମିତି ତୁମ୍ଭେମାନେ ସୁନ୍ନତ କରାଯାଇ ନ ଥିଲ