or_tn/rom/02/20.md

12 lines
1.4 KiB
Markdown

# a corrector of the foolish
ଯେଉଁମାନେ ଭୁଲ୍ କରନ୍ତି, ସେମାନଙ୍କୁ ତୁମ୍ଭେମାନେ ସଂଶୋଧନ କରିଥାଅ
# a teacher of little children
ପାଉଲ ଏଠାରେ ଯେଉଁମାନେ ବ୍ୟବସ୍ଥା ବିଷୟରେ କିଛି ଜାଣନ୍ତି ନାହିଁ, ସେମାନଙ୍କୁ ଏକ ସାନ ପିଲା ସହିତ ତୁଳନା କରନ୍ତି I ଅନ୍ୟ ଏକ ଅନୁବାଦରେ: “ଆଉ ତୁମ୍ଭେମାନେ ସେହି ଲୋକମାନଙ୍କୁ ଶିକ୍ଷା ଦେଇଥାଅ ଯେଉଁମାନେ ବ୍ୟବସ୍ଥା ଜାଣନ୍ତି ନାହିଁ” (ଦେଖ:[[rc://*/ta/man/translate/figs-metaphor]])
# and that you have in the law the form of knowledge and of the truth
ବ୍ୟବସ୍ଥାରେ ରହିଥିବା ସେହି ସତ୍ୟ ଜ୍ଞାନ ଈଶ୍ବରଙ୍କ ଠାରୁ ଆସିଥାଏ। ଅନ୍ୟ ଏକ ଅନୁବାଦରେ: “କାରଣ ତୁମ୍ଭେମାନେ ସୁନିଶ୍ଚିତ ଅଟ ଯେ ତୁମ୍ଭେମାନେ ସତ୍ୟ ବିଷୟରେ ଜାଣିଅଛ, ଯାହା ପରମେଶ୍ବର ବ୍ୟବସ୍ଥାରେ ପ୍ରକାଶିତ କରିଅଛନ୍ତି” (ଦେଖ:[[rc://*/ta/man/translate/figs-explicit]])