or_tn/rom/02/20.md

1.4 KiB

a corrector of the foolish

ଯେଉଁମାନେ ଭୁଲ୍ କରନ୍ତି, ସେମାନଙ୍କୁ ତୁମ୍ଭେମାନେ ସଂଶୋଧନ କରିଥାଅ

a teacher of little children

ପାଉଲ ଏଠାରେ ଯେଉଁମାନେ ବ୍ୟବସ୍ଥା ବିଷୟରେ କିଛି ଜାଣନ୍ତି ନାହିଁ, ସେମାନଙ୍କୁ ଏକ ସାନ ପିଲା ସହିତ ତୁଳନା କରନ୍ତି I ଅନ୍ୟ ଏକ ଅନୁବାଦରେ: “ଆଉ ତୁମ୍ଭେମାନେ ସେହି ଲୋକମାନଙ୍କୁ ଶିକ୍ଷା ଦେଇଥାଅ ଯେଉଁମାନେ ବ୍ୟବସ୍ଥା ଜାଣନ୍ତି ନାହିଁ” (ଦେଖ:rc://*/ta/man/translate/figs-metaphor)

and that you have in the law the form of knowledge and of the truth

ବ୍ୟବସ୍ଥାରେ ରହିଥିବା ସେହି ସତ୍ୟ ଜ୍ଞାନ ଈଶ୍ବରଙ୍କ ଠାରୁ ଆସିଥାଏ। ଅନ୍ୟ ଏକ ଅନୁବାଦରେ: “କାରଣ ତୁମ୍ଭେମାନେ ସୁନିଶ୍ଚିତ ଅଟ ଯେ ତୁମ୍ଭେମାନେ ସତ୍ୟ ବିଷୟରେ ଜାଣିଅଛ, ଯାହା ପରମେଶ୍ବର ବ୍ୟବସ୍ଥାରେ ପ୍ରକାଶିତ କରିଅଛନ୍ତି” (ଦେଖ:rc://*/ta/man/translate/figs-explicit)