or_tn/rom/02/17.md

12 lines
1.1 KiB
Markdown

# Connecting Statement:
ଏଠାରେ ପାଉଲଙ୍କ ଆଲୋଚନା ଆରମ୍ଭ ହେଉଛି, ଯିହୂଦୀମାନଙ୍କ ନିକଟରେ ଯେଉଁ ବ୍ୟବସ୍ଥା ଅଛି ତାହା ସେମାନଙ୍କୁ ପ୍ରକୃତରେ ଦଣ୍ଡିତ କରିବ, କାରଣ ସେମାନେ ତାହା ପାଳନ କରନ୍ତି ନାହିଁ।
# if you call yourself a Jew
ଯେହେତୁ ତୁମ୍ଭେମାନେ ନିଜକୁ ଯିହୂଦୀ ବୋଲି କହୁଅଛ
# rest upon the law
“ବ୍ୟବସ୍ଥାଧୀନ” ବା “ବ୍ୟବସ୍ଥା ଉପରେ ନିର୍ଭର” ଏହି ବାକ୍ୟାଂଶଟି ସୂଚିତ କରେ ଯେ ଯେଉଁମାନେ ବିଶ୍ବାସ କରନ୍ତି ସେମାନେ ବ୍ୟବସ୍ଥା ପାଳନ କରିବା ଦ୍ବାରା ଧର୍ମିକ ହୋଇପାରିବେ। ଅନ୍ୟ ଏକ ଅନୁବାଦରେ: “ମୋଶଙ୍କ ବ୍ୟବସ୍ଥା ଉପରେ ଭରସା କରନ୍ତି” (ଦେଖ:[[rc://*/ta/man/translate/figs-metaphor]])