or_tn/rom/02/17.md

1.1 KiB

Connecting Statement:

ଏଠାରେ ପାଉଲଙ୍କ ଆଲୋଚନା ଆରମ୍ଭ ହେଉଛି, ଯିହୂଦୀମାନଙ୍କ ନିକଟରେ ଯେଉଁ ବ୍ୟବସ୍ଥା ଅଛି ତାହା ସେମାନଙ୍କୁ ପ୍ରକୃତରେ ଦଣ୍ଡିତ କରିବ, କାରଣ ସେମାନେ ତାହା ପାଳନ କରନ୍ତି ନାହିଁ।

if you call yourself a Jew

ଯେହେତୁ ତୁମ୍ଭେମାନେ ନିଜକୁ ଯିହୂଦୀ ବୋଲି କହୁଅଛ

rest upon the law

“ବ୍ୟବସ୍ଥାଧୀନ” ବା “ବ୍ୟବସ୍ଥା ଉପରେ ନିର୍ଭର” ଏହି ବାକ୍ୟାଂଶଟି ସୂଚିତ କରେ ଯେ ଯେଉଁମାନେ ବିଶ୍ବାସ କରନ୍ତି ସେମାନେ ବ୍ୟବସ୍ଥା ପାଳନ କରିବା ଦ୍ବାରା ଧର୍ମିକ ହୋଇପାରିବେ। ଅନ୍ୟ ଏକ ଅନୁବାଦରେ: “ମୋଶଙ୍କ ବ୍ୟବସ୍ଥା ଉପରେ ଭରସା କରନ୍ତି” (ଦେଖ:rc://*/ta/man/translate/figs-metaphor)