24 lines
2.0 KiB
Markdown
24 lines
2.0 KiB
Markdown
# Connecting Statement:
|
|
|
|
ପାଉଲ ପାଠକମାନଙ୍କୁ ସ୍ଣରଣ କରାଇ ଦିଅନ୍ତି ଯେ ପରମେଶ୍ବରଙ୍କ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣଭାବେ ପାଳନ କରିବା ଦରକାର, ସେମାନେ ମଧ୍ୟ ଯେଉଁମାନେ ପରମେଶ୍ବରଙ୍କ ବ୍ୟବସ୍ଥାକୁ କେବେ ହେଁ ପାଇନାହାନ୍ତି।
|
|
|
|
# For
|
|
|
|
୧୪ ଓ ୧୫ ପଦରେ ପାଉଲ ପାଠକମାନଙ୍କୁ ଅଧିକ ସୂଚନା ଦେବାପାଇଁ ଏକ ପ୍ରତିବନ୍ଧକ କରିଅଛନ୍ତି। ଯଦି ତୁମ୍ଭମାନଙ୍କ ଭାଷାରେ ଏହି ପ୍ରକାରର ପ୍ରତିବନ୍ଧକ ବାକ୍ୟ କହିବା ଶୈଳୀ ଅଛି, ତାହାହେଲେ ସେହି ଶୈଳୀକୁ ଏଠାରେ ବ୍ୟବହାର କରିପାରିବେ।
|
|
|
|
# it is not the hearers of the law
|
|
|
|
ଏଠାରେ “ବ୍ୟବସ୍ଥା” ମୋଶାଙ୍କ ବ୍ୟବସ୍ଥାକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଏହା ନୁହେଁ ଯେ ଯେଉଁମାନେ କେବଳ ମୋଶଙ୍କ ବ୍ୟବସ୍ଥାକୁ ଶୁଣିଅଛନ୍ତି” (ଦେଖ: [[rc://*/ta/man/translate/figs-explicit]])
|
|
|
|
# who are righteous before God
|
|
|
|
ଯାହାକୁ ପରମେଶ୍ବର ଧାର୍ମିକ ଗଣନା କରନ୍ତି
|
|
|
|
# but it is the doers of the law
|
|
|
|
କିନ୍ତୁ ଏହା ଅଟେ ଯେ ଯେଉଁମାନେ ମୋଶାଙ୍କ ବ୍ୟବସ୍ଥାକୁ ପାଳନ କରନ୍ତି
|
|
|
|
# who will be justified
|
|
|
|
ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ପରମେଶ୍ବର ଯାହାକୁ ଗ୍ରହଣ କରିବେ” (ଦେଖ:[[rc://*/ta/man/translate/figs-activepassive]])
|