or_tn/rom/02/13.md

2.0 KiB

Connecting Statement:

ପାଉଲ ପାଠକମାନଙ୍କୁ ସ୍ଣରଣ କରାଇ ଦିଅନ୍ତି ଯେ ପରମେଶ୍ବରଙ୍କ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣଭାବେ ପାଳନ କରିବା ଦରକାର, ସେମାନେ ମଧ୍ୟ ଯେଉଁମାନେ ପରମେଶ୍ବରଙ୍କ ବ୍ୟବସ୍ଥାକୁ କେବେ ହେଁ ପାଇନାହାନ୍ତି।

For

୧୪ ଓ ୧୫ ପଦରେ ପାଉଲ ପାଠକମାନଙ୍କୁ ଅଧିକ ସୂଚନା ଦେବାପାଇଁ ଏକ ପ୍ରତିବନ୍ଧକ କରିଅଛନ୍ତି। ଯଦି ତୁମ୍ଭମାନଙ୍କ ଭାଷାରେ ଏହି ପ୍ରକାରର ପ୍ରତିବନ୍ଧକ ବାକ୍ୟ କହିବା ଶୈଳୀ ଅଛି, ତାହାହେଲେ ସେହି ଶୈଳୀକୁ ଏଠାରେ ବ୍ୟବହାର କରିପାରିବେ।

it is not the hearers of the law

ଏଠାରେ “ବ୍ୟବସ୍ଥା” ମୋଶାଙ୍କ ବ୍ୟବସ୍ଥାକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଏହା ନୁହେଁ ଯେ ଯେଉଁମାନେ କେବଳ ମୋଶଙ୍କ ବ୍ୟବସ୍ଥାକୁ ଶୁଣିଅଛନ୍ତି” (ଦେଖ: rc://*/ta/man/translate/figs-explicit)

who are righteous before God

ଯାହାକୁ ପରମେଶ୍ବର ଧାର୍ମିକ ଗଣନା କରନ୍ତି

but it is the doers of the law

କିନ୍ତୁ ଏହା ଅଟେ ଯେ ଯେଉଁମାନେ ମୋଶାଙ୍କ ବ୍ୟବସ୍ଥାକୁ ପାଳନ କରନ୍ତି

who will be justified

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ପରମେଶ୍ବର ଯାହାକୁ ଗ୍ରହଣ କରିବେ” (ଦେଖ:rc://*/ta/man/translate/figs-activepassive)