or_tn/rom/02/12.md

1.7 KiB

For as many as have sinned

ଯେଉଁମାନେ ପାପ କରିଅଛନ୍ତି

without the law will also perish without the law

ଯଦି ଲୋକମାନେ ମୋଶାଙ୍କ ବ୍ୟବସ୍ଥା ଜାଣି ନ ଥିଲେ କିଛି ହୁଏ ନାହିଁ ଏହାକୁ ଜୋର୍ ଦେବା ପାଇଁ ପାଉଲ ପୁନରାବୃତ୍ତିକରି କହନ୍ତି “ବ୍ୟବସ୍ଥା ବିନା”। ଯଦି ସେମାନେ ପାପ କରନ୍ତି, ପରମେଶ୍ବର ସେମାନଙ୍କୁ ବିଚାର କରିବେ. ଅନ୍ୟ ଏକ ଅନୁବାଦରେ: “ମୋଶାଙ୍କ ବ୍ୟବସ୍ଥା ଜାଣି ନ ଥିବା ସକାଶୁ ସେମାନେ ଆତ୍ମିକ ରୂପରେ ନିଶ୍ଚିତ ମରିବେ” (ଦେଖ:rc://*/ta/man/translate/figs-explicit)

as many as have sinned

ଯେଉଁମାନେ ସମସ୍ତେ ପାପ କରିଅଛନ୍ତି

with respect to the law will be judged by the law

ପରମେଶ୍ବର ପାପୀମାନଙ୍କୁ ସେମାନଙ୍କ ବ୍ୟବସ୍ଥା ଅନୁସାରେ ବିଚାର କରିବେ। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ମୋଶାଙ୍କ ବ୍ୟବସ୍ଥା ଜାଣିଅଛନ୍ତି, ପରମେଶ୍ବର ସେମାନଙ୍କୁ ସେହି ବ୍ୟବସ୍ଥା ଅନୁସାରେ ବିଚାର କରିବେ” (ଦେଖ:[[rc:///ta/man/translate/figs-explicit]] ଓ [[rc:///ta/man/translate/figs-activepassive]])