or_tn/rom/02/12.md

16 lines
1.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# For as many as have sinned
ଯେଉଁମାନେ ପାପ କରିଅଛନ୍ତି
# without the law will also perish without the law
ଯଦି ଲୋକମାନେ ମୋଶାଙ୍କ ବ୍ୟବସ୍ଥା ଜାଣି ନ ଥିଲେ କିଛି ହୁଏ ନାହିଁ ଏହାକୁ ଜୋର୍ ଦେବା ପାଇଁ ପାଉଲ ପୁନରାବୃତ୍ତିକରି କହନ୍ତି “ବ୍ୟବସ୍ଥା ବିନା”। ଯଦି ସେମାନେ ପାପ କରନ୍ତି, ପରମେଶ୍ବର ସେମାନଙ୍କୁ ବିଚାର କରିବେ. ଅନ୍ୟ ଏକ ଅନୁବାଦରେ: “ମୋଶାଙ୍କ ବ୍ୟବସ୍ଥା ଜାଣି ନ ଥିବା ସକାଶୁ ସେମାନେ ଆତ୍ମିକ ରୂପରେ ନିଶ୍ଚିତ ମରିବେ” (ଦେଖ:[[rc://*/ta/man/translate/figs-explicit]])
# as many as have sinned
ଯେଉଁମାନେ ସମସ୍ତେ ପାପ କରିଅଛନ୍ତି
# with respect to the law will be judged by the law
ପରମେଶ୍ବର ପାପୀମାନଙ୍କୁ ସେମାନଙ୍କ ବ୍ୟବସ୍ଥା ଅନୁସାରେ ବିଚାର କରିବେ। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ମୋଶାଙ୍କ ବ୍ୟବସ୍ଥା ଜାଣିଅଛନ୍ତି, ପରମେଶ୍ବର ସେମାନଙ୍କୁ ସେହି ବ୍ୟବସ୍ଥା ଅନୁସାରେ ବିଚାର କରିବେ” (ଦେଖ:[[rc://*/ta/man/translate/figs-explicit]] ଓ [[rc://*/ta/man/translate/figs-activepassive]])