or_tn/rom/02/08.md

1.8 KiB

Connecting Statement:

ଯଦିଓ ଏହି ଭାଗରେ ବିଜାତି ଧର୍ମର ଦୁଷ୍ଟ ବ୍ୟକ୍ତିମାନଙ୍କ ବିଷୟରେ ଆଲୋଚନ କରାଯାଉଅଛି, ପାଉଲ କହନ୍ତି ଈଶ୍ବରଙ୍କ ଦୃଷ୍ଟିରେ ଉଭୟ ଅଣ-ଯିହୂଦୀ ଓ ଯିହୂଦୀମାନେ ଦୁଷ୍ଟ ଅଟନ୍ତି।

self-seeking

ସ୍ବାର୍ଥପର ବା“ଯାହା ସେମାନଙ୍କୁ ଆନନ୍ଦିତ କରିଥାଏ, ସେହି ବିଷୟରେ କେବେଳ ଚିନ୍ତା କରନ୍ତି”

disobey the truth but obey unrighteousness

ଏହି ଦୁଇଟି ବାକ୍ୟାଂଶର ଅର୍ଥ ଗୋଟିଏ ମୂଳ ବିଷୟକୁ ଦର୍ଶାଏ। ଦ୍ଵିତୀୟ ବାକ୍ୟଟି ପ୍ରଥମ ବାକ୍ୟକୁ ଅଧିକ ଜୋର୍ ଦେଉଅଛି । (ଦେଖ:rc://*/ta/man/translate/figs-parallelism)

wrath and fierce anger will come

“ପ୍ରକୋପ” ଓ “ପ୍ରଚଣ୍ଡ କ୍ରୋଧ” ଶବ୍ଦଟି ଗୋଟିଏ ମୂଳ ଅର୍ଥକୁ ଦର୍ଶାଏ ଓ ଈଶ୍ବରଙ୍କ କ୍ରୋଧ ଉପରେ ଗୁରୁତ୍ବ ଦେଉଅଛି। ଅନ୍ୟ ଏକ ଅନୁବାଦରେ: “ପରମେଶ୍ବର ତାହାଙ୍କ ଭୟାନକ କ୍ରୋଧକୁ ଦେଖାଇବେ” (ଦେଖ:rc://*/ta/man/translate/figs-doublet)

wrath

ଏଠାରେ “ପ୍ରକୋପ”ଶବ୍ଦଟି ଏକ ଉପମା ଅଟେ, ଈଶ୍ବର ଯେଉଁ କଠୋର ଦଣ୍ଡ ଦୁଷ୍ଟମାନଙ୍କ ନିମନ୍ତେ ରଖିଅଛନ୍ତି, ସେହି ବାକ୍ୟକୁ ଦର୍ଶାଏ I (ଦେଖ:rc://*/ta/man/translate/figs-metonymy)