or_tn/rom/02/08.md

20 lines
1.8 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଯଦିଓ ଏହି ଭାଗରେ ବିଜାତି ଧର୍ମର ଦୁଷ୍ଟ ବ୍ୟକ୍ତିମାନଙ୍କ ବିଷୟରେ ଆଲୋଚନ କରାଯାଉଅଛି, ପାଉଲ କହନ୍ତି ଈଶ୍ବରଙ୍କ ଦୃଷ୍ଟିରେ ଉଭୟ ଅଣ-ଯିହୂଦୀ ଓ ଯିହୂଦୀମାନେ ଦୁଷ୍ଟ ଅଟନ୍ତି।
# self-seeking
ସ୍ବାର୍ଥପର ବା“ଯାହା ସେମାନଙ୍କୁ ଆନନ୍ଦିତ କରିଥାଏ, ସେହି ବିଷୟରେ କେବେଳ ଚିନ୍ତା କରନ୍ତି”
# disobey the truth but obey unrighteousness
ଏହି ଦୁଇଟି ବାକ୍ୟାଂଶର ଅର୍ଥ ଗୋଟିଏ ମୂଳ ବିଷୟକୁ ଦର୍ଶାଏ। ଦ୍ଵିତୀୟ ବାକ୍ୟଟି ପ୍ରଥମ ବାକ୍ୟକୁ ଅଧିକ ଜୋର୍ ଦେଉଅଛି । (ଦେଖ:[[rc://*/ta/man/translate/figs-parallelism]])
# wrath and fierce anger will come
“ପ୍ରକୋପ” ଓ “ପ୍ରଚଣ୍ଡ କ୍ରୋଧ” ଶବ୍ଦଟି ଗୋଟିଏ ମୂଳ ଅର୍ଥକୁ ଦର୍ଶାଏ ଓ ଈଶ୍ବରଙ୍କ କ୍ରୋଧ ଉପରେ ଗୁରୁତ୍ବ ଦେଉଅଛି। ଅନ୍ୟ ଏକ ଅନୁବାଦରେ: “ପରମେଶ୍ବର ତାହାଙ୍କ ଭୟାନକ କ୍ରୋଧକୁ ଦେଖାଇବେ” (ଦେଖ:[[rc://*/ta/man/translate/figs-doublet]])
# wrath
ଏଠାରେ “ପ୍ରକୋପ”ଶବ୍ଦଟି ଏକ ଉପମା ଅଟେ, ଈଶ୍ବର ଯେଉଁ କଠୋର ଦଣ୍ଡ ଦୁଷ୍ଟମାନଙ୍କ ନିମନ୍ତେ ରଖିଅଛନ୍ତି, ସେହି ବାକ୍ୟକୁ ଦର୍ଶାଏ I (ଦେଖ:[[rc://*/ta/man/translate/figs-metonymy]])