or_tn/rom/02/07.md

12 lines
777 B
Markdown

# seeking
ଏହାର ଅର୍ଥ ଯେ ସେମାନେ ଏପରି କର୍ମ କରିବେ ଯାହା ଦ୍ବାରା ପରମେଶ୍ବର ବିଚାର ଦିନରେ ଏକ ଭଲ ବା ଉତ୍ତମ ନିଷ୍ପତ୍ତି ପ୍ରକାଶିତ କରିବେ।
# praise, honor, and incorruptibility
ସେମାନେ ଚାହାଁନ୍ତି ଯେ ଈଶ୍ବର ସେମାନଙ୍କର ପ୍ରଶଂସା ଓ ସମ୍ମାନ କରନ୍ତୁ ଓ ସେମାନେ କେବେ ମରିବା ପାଇଁ ଚାହାଁନ୍ତି ନାହିଁ।
# incorruptibility
ଏହା ଭୌତିକ କ୍ଷୟ ବିଷୟକୁ ସୂଚିତ କରେ, ନୈତିକ ବିଷୟକୁ ନୁହେଁ।