# seeking ଏହାର ଅର୍ଥ ଯେ ସେମାନେ ଏପରି କର୍ମ କରିବେ ଯାହା ଦ୍ବାରା ପରମେଶ୍ବର ବିଚାର ଦିନରେ ଏକ ଭଲ ବା ଉତ୍ତମ ନିଷ୍ପତ୍ତି ପ୍ରକାଶିତ କରିବେ। # praise, honor, and incorruptibility ସେମାନେ ଚାହାଁନ୍ତି ଯେ ଈଶ୍ବର ସେମାନଙ୍କର ପ୍ରଶଂସା ଓ ସମ୍ମାନ କରନ୍ତୁ ଓ ସେମାନେ କେବେ ମରିବା ପାଇଁ ଚାହାଁନ୍ତି ନାହିଁ। # incorruptibility ଏହା ଭୌତିକ କ୍ଷୟ ବିଷୟକୁ ସୂଚିତ କରେ, ନୈତିକ ବିଷୟକୁ ନୁହେଁ।