or_tn/rom/01/27.md

1.4 KiB

men also left their natural relations with women

ଏଠାରେ “ପ୍ରାକୃତିକ ସମ୍ପର୍କ” ଯୌନ ସମ୍ପର୍କର ଏକ ଶିଷ୍ଟୋକ୍ତି ଅଟେ। ଅନ୍ୟ ଏକ ଅନୁବାଦରେ: “କେତେକ ପୁରୁଷମାନେ ସ୍ତ୍ରୀମାନଙ୍କ ପ୍ରତି ଥିବା ପ୍ରାକୃତିକ ଯୌନ ଇଚ୍ଛାକୁ ବନ୍ଦ କରିଦେଇଅଛନ୍ତି” (ଦେଖ:rc://*/ta/man/translate/figs-euphemism)

burned in their lust for one another

ଅନ୍ୟ ପୁରୁଷମାନଙ୍କ ପ୍ରତି ସେମାନଙ୍କର ଦୃଢ ଯୌନ ଇଚ୍ଛାକୁ ପୂରଣ କରିଅଛନ୍ତି।

committed shameless acts

ଯେଉଁ କର୍ମ କରିବାରେ ଲଜ୍ଜିତ ହେବା କଥା, ସେଥିରେ ସେମାନେ ସମର୍ପିତ ହୋଇଅଛନ୍ତି, କିନ୍ତୁ ସେମାନେ ଲଜ୍ଜିତ ହେଲେ ନାହିଁ

men and received in themselves the penalty they deserved for their error

ଓ ଈଶ୍ବର ମନୁଷ୍ୟମାନଙ୍କୁ ନ୍ୟାୟରେ ଦଣ୍ଡିତ କରିଅଛନ୍ତି, ଯେଉଁ ମନ୍ଦ କାର୍ଯ୍ୟ ସେମାନେ କରିଥିଲେ

error

ନୈତିକ ଭୁଲ୍, ସତ୍ୟ ବିଷୟରେ ଭୁଲ୍ ନାହିଁ