# men also left their natural relations with women ଏଠାରେ “ପ୍ରାକୃତିକ ସମ୍ପର୍କ” ଯୌନ ସମ୍ପର୍କର ଏକ ଶିଷ୍ଟୋକ୍ତି ଅଟେ। ଅନ୍ୟ ଏକ ଅନୁବାଦରେ: “କେତେକ ପୁରୁଷମାନେ ସ୍ତ୍ରୀମାନଙ୍କ ପ୍ରତି ଥିବା ପ୍ରାକୃତିକ ଯୌନ ଇଚ୍ଛାକୁ ବନ୍ଦ କରିଦେଇଅଛନ୍ତି” (ଦେଖ:[[rc://*/ta/man/translate/figs-euphemism]]) # burned in their lust for one another ଅନ୍ୟ ପୁରୁଷମାନଙ୍କ ପ୍ରତି ସେମାନଙ୍କର ଦୃଢ ଯୌନ ଇଚ୍ଛାକୁ ପୂରଣ କରିଅଛନ୍ତି। # committed shameless acts ଯେଉଁ କର୍ମ କରିବାରେ ଲଜ୍ଜିତ ହେବା କଥା, ସେଥିରେ ସେମାନେ ସମର୍ପିତ ହୋଇଅଛନ୍ତି, କିନ୍ତୁ ସେମାନେ ଲଜ୍ଜିତ ହେଲେ ନାହିଁ # men and received in themselves the penalty they deserved for their error ଓ ଈଶ୍ବର ମନୁଷ୍ୟମାନଙ୍କୁ ନ୍ୟାୟରେ ଦଣ୍ଡିତ କରିଅଛନ୍ତି, ଯେଉଁ ମନ୍ଦ କାର୍ଯ୍ୟ ସେମାନେ କରିଥିଲେ # error ନୈତିକ ଭୁଲ୍, ସତ୍ୟ ବିଷୟରେ ଭୁଲ୍ ନାହିଁ