or_tn/rom/01/25.md

12 lines
635 B
Markdown

# they
ଏହି ଶବ୍ଦଗୁଡିକ [ରୋମୀୟ୧: ୧୮] (../୦୧/୧୮.md)ର “ମନୁଷ୍ୟ ଜାତିକୁ” ସୂଚାଏ I
# who worshiped and served the creation
ଏଠାରେ “ସୃଷ୍ଟି” ଶବ୍ଦ ଈଶ୍ବର ଯାହା ସୃଷ୍ଟି କରିଅଛନ୍ତି, ତାହାକୁ ସୂଚିତ କରେ। ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସୃଷ୍ଟି କରିଥିବା ବସ୍ତୁକୁ ସେମାନେ ପୂଜା କଲେ” (ଦେଖ:[[rc://*/ta/man/translate/figs-explicit]])
# instead of
ବରଂ