or_tn/rom/01/25.md

635 B

they

ଏହି ଶବ୍ଦଗୁଡିକ [ରୋମୀୟ୧: ୧୮] (../୦୧/୧୮.md)ର “ମନୁଷ୍ୟ ଜାତିକୁ” ସୂଚାଏ I

who worshiped and served the creation

ଏଠାରେ “ସୃଷ୍ଟି” ଶବ୍ଦ ଈଶ୍ବର ଯାହା ସୃଷ୍ଟି କରିଅଛନ୍ତି, ତାହାକୁ ସୂଚିତ କରେ। ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସୃଷ୍ଟି କରିଥିବା ବସ୍ତୁକୁ ସେମାନେ ପୂଜା କଲେ” (ଦେଖ:rc://*/ta/man/translate/figs-explicit)

instead of

ବରଂ