or_tn/rom/01/24.md

20 lines
1.8 KiB
Markdown

# Therefore
କାରଣ ମୁଁ ଯାହା କିଛି ଏବେ କହିଅଛି ତାହା ସତ୍ୟ ଅଟେ
# God gave them over to
ଈଶ୍ବର ସେମାନଙ୍କର ଇଛା ପୂରଣ କାରିବାକୁ ଅନୁମତି ଦେଇଅଛନ୍ତି
# them ... their ... themselves
ଏହି ଶବ୍ଦଗୁଡିକ [ରୋମୀୟ୧: ୧୮] (../୦୧/୧୮.md)ର “ମନୁଷ୍ୟ ଜାତିକୁ” ସୂଚାଏ I
# the lusts of their hearts for uncleanness
ଏଠାରେ “ସେମାନଙ୍କର ହୃଦୟର କାମାଭିଲାଷ” ଏକ ପର୍ଯ୍ୟାୟ ଅଟେ, ଯାହା ସେହି ମନ୍ଦ କର୍ଯ୍ୟକୁ ଦର୍ଶାଏ, ଯାହା ସେମାନେ କରିବାକୁ ଚାହିଁଲେ। ଅନ୍ୟ ଏକ ଅନୁବାଦରେ: “ଅନୈତିକ ଅଶୁଚି କାର୍ଯ୍ୟ, ଯାହା ସେମାନେ ବହୁତ ଇଚ୍ଛା କଲେ” (ଦେଖ:[[rc://*/ta/man/translate/figs-synecdoche]])
# for their bodies to be dishonored among themselves
ଏହା ଏକ ଶିଷ୍ଟୋକ୍ତି ଅଟେ, ଯାହାର ଅର୍ଥ ସେମାନେ ଅନୈତିକ ଯୌନ କାର୍ଯ୍ୟ କରିଅଛନ୍ତି। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ ଆଉ ସେମାନେ ଅନୈତିକ ଯୌନ କାର୍ଯ୍ୟକୁ ଓ ଅପମାନଜନକ କାର୍ଯ୍ୟଗୁଡିକ ନିମନ୍ତେ ସମର୍ପିତ ହୋଇଛନ୍ତି” (ଦେଖ:[[rc://*/ta/man/translate/figs-euphemism]] ଓ [[rc://*/ta/man/translate/figs-activepassive]])