or_tn/rom/01/24.md

1.8 KiB

Therefore

କାରଣ ମୁଁ ଯାହା କିଛି ଏବେ କହିଅଛି ତାହା ସତ୍ୟ ଅଟେ

God gave them over to

ଈଶ୍ବର ସେମାନଙ୍କର ଇଛା ପୂରଣ କାରିବାକୁ ଅନୁମତି ଦେଇଅଛନ୍ତି

them ... their ... themselves

ଏହି ଶବ୍ଦଗୁଡିକ [ରୋମୀୟ୧: ୧୮] (../୦୧/୧୮.md)ର “ମନୁଷ୍ୟ ଜାତିକୁ” ସୂଚାଏ I

the lusts of their hearts for uncleanness

ଏଠାରେ “ସେମାନଙ୍କର ହୃଦୟର କାମାଭିଲାଷ” ଏକ ପର୍ଯ୍ୟାୟ ଅଟେ, ଯାହା ସେହି ମନ୍ଦ କର୍ଯ୍ୟକୁ ଦର୍ଶାଏ, ଯାହା ସେମାନେ କରିବାକୁ ଚାହିଁଲେ। ଅନ୍ୟ ଏକ ଅନୁବାଦରେ: “ଅନୈତିକ ଅଶୁଚି କାର୍ଯ୍ୟ, ଯାହା ସେମାନେ ବହୁତ ଇଚ୍ଛା କଲେ” (ଦେଖ:rc://*/ta/man/translate/figs-synecdoche)

for their bodies to be dishonored among themselves

ଏହା ଏକ ଶିଷ୍ଟୋକ୍ତି ଅଟେ, ଯାହାର ଅର୍ଥ ସେମାନେ ଅନୈତିକ ଯୌନ କାର୍ଯ୍ୟ କରିଅଛନ୍ତି। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ ଆଉ ସେମାନେ ଅନୈତିକ ଯୌନ କାର୍ଯ୍ୟକୁ ଓ ଅପମାନଜନକ କାର୍ଯ୍ୟଗୁଡିକ ନିମନ୍ତେ ସମର୍ପିତ ହୋଇଛନ୍ତି” (ଦେଖ:[[rc:///ta/man/translate/figs-euphemism]] ଓ [[rc:///ta/man/translate/figs-activepassive]])