or_tn/rom/01/17.md

2.2 KiB

For in it

ଏଠାରେ “ଏହା” ସୁସମାଚାରକୁ ସୂଚାଏ। ପାଉଲ କହନ୍ତି ଯେ ସେ କାହିଁକି ସଂପୂର୍ଣ୍ଣଭାବେ ସୁସମାଚାରରେ ବିଶ୍ବାସ କରନ୍ତି।

God's righteousness is revealed from faith to faith

ପାଉଲ ସୁସମାଚାର ବିଷୟରେ ଏପରି କହନ୍ତି ସତେ ଯେମିତି ଏହା ଏକ ବସ୍ତୁ, ଯାହାକୁ ପରମେଶ୍ବର ପଦାର୍ଥଭାବରେ ଲୋକମାନଙ୍କୁ ଦେଖାଇ ଅଛନ୍ତି। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଆମ୍ଭମାନଙ୍କୁ କହିଅଛନ୍ତି ଯେ କେବଳ ବିଶ୍ବାସ ଦ୍ବାରା ସମସ୍ତେ ଧାର୍ମିକ ବୋଲି ଗଣିତ ହେବେ। ” (ଦେଖ:rc://*/ta/man/translate/figs-activepassive)

as it has been written

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ଯେପରି ଶାସ୍ତ୍ରରେ ଜଣେ ଲେଖିଅଛନ୍ତି” (ଦେଖ:rc://*/ta/man/translate/figs-activepassive)

The righteous will live by faith

ଏଠାରେ “ଧାର୍ମିକ” ଶବ୍ଦର ଅର୍ଥ ଏହି ଲୋକମାନଙ୍କୁ ସୂଚାଏ, ଯେଉଁମାନେ ଈଶ୍ବରଙ୍କଠାରେ ବିଶ୍ବାସ କରନ୍ତି। ଅନ୍ୟ ଏକ ଅନୁବାଦରେ: “ଯେଉଁ ଲୋକମାନେ ଈଶ୍ବରଙ୍କଠାରେ ବିଶ୍ବାସ କରନ୍ତି, ସେ ସେମାନଙ୍କୁ ତାହାଙ୍କ ଧାର୍ମିକ ଲୋକ ବୋଲି ଗଣନ୍ତି, ଓ ସେମାନେ ଅନନ୍ତକାଳ ପର୍ଯ୍ୟନ୍ତ ଜୀବିତ ରହିବେ” (ଦେଖ:rc://*/ta/man/translate/figs-explicit)