# For in it ଏଠାରେ “ଏହା” ସୁସମାଚାରକୁ ସୂଚାଏ। ପାଉଲ କହନ୍ତି ଯେ ସେ କାହିଁକି ସଂପୂର୍ଣ୍ଣଭାବେ ସୁସମାଚାରରେ ବିଶ୍ବାସ କରନ୍ତି। # God's righteousness is revealed from faith to faith ପାଉଲ ସୁସମାଚାର ବିଷୟରେ ଏପରି କହନ୍ତି ସତେ ଯେମିତି ଏହା ଏକ ବସ୍ତୁ, ଯାହାକୁ ପରମେଶ୍ବର ପଦାର୍ଥଭାବରେ ଲୋକମାନଙ୍କୁ ଦେଖାଇ ଅଛନ୍ତି। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଆମ୍ଭମାନଙ୍କୁ କହିଅଛନ୍ତି ଯେ କେବଳ ବିଶ୍ବାସ ଦ୍ବାରା ସମସ୍ତେ ଧାର୍ମିକ ବୋଲି ଗଣିତ ହେବେ। ” (ଦେଖ:[[rc://*/ta/man/translate/figs-activepassive]]) # as it has been written ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ଯେପରି ଶାସ୍ତ୍ରରେ ଜଣେ ଲେଖିଅଛନ୍ତି” (ଦେଖ:[[rc://*/ta/man/translate/figs-activepassive]]) # The righteous will live by faith ଏଠାରେ “ଧାର୍ମିକ” ଶବ୍ଦର ଅର୍ଥ ଏହି ଲୋକମାନଙ୍କୁ ସୂଚାଏ, ଯେଉଁମାନେ ଈଶ୍ବରଙ୍କଠାରେ ବିଶ୍ବାସ କରନ୍ତି। ଅନ୍ୟ ଏକ ଅନୁବାଦରେ: “ଯେଉଁ ଲୋକମାନେ ଈଶ୍ବରଙ୍କଠାରେ ବିଶ୍ବାସ କରନ୍ତି, ସେ ସେମାନଙ୍କୁ ତାହାଙ୍କ ଧାର୍ମିକ ଲୋକ ବୋଲି ଗଣନ୍ତି, ଓ ସେମାନେ ଅନନ୍ତକାଳ ପର୍ଯ୍ୟନ୍ତ ଜୀବିତ ରହିବେ” (ଦେଖ:[[rc://*/ta/man/translate/figs-explicit]])