or_tn/rom/01/05.md

1.2 KiB

we have received grace and apostleship

ଈଶ୍ବର ପାଉଲଙ୍କୁ ପ୍ରେରିତ ହେବାର ଦାନ ଦେଇଅଛନ୍ତି। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ମୋତେ ପ୍ରେରିତ କରିଅଛନ୍ତି। ଏହା ଏକ ବିଶେଷ ସୁଯୋଗ ଅଟେ। ” (ଦେଖ:rc://*/ta/man/translate/figs-activepassive)

for obedience of faith among all the nations, for the sake of his name

ପାଉଲ “ନାମ” ଶବ୍ଦର ବ୍ୟବହାର ଯୀଶୁଙ୍କୁ ସୂଚାଇବାକୁ ଏକ ଉପନାମ ରୂପରେ କରିଅଛନ୍ତି। ଅନ୍ୟ ଏକ ଅନୁବାଦରେ: “ସମସ୍ତ ଜାତି ନିକଟରେ ଶିକ୍ଷା ଦେଇ ତାହାଙ୍କ ସମ୍ମୁଖରେ ଆଜ୍ଞାକାରୀ ହେବା ନିମନ୍ତେ, କାରଣ ସେମାନେ ତାହାଙ୍କଠାରେ ବିଶ୍ବାସ କରନ୍ତି” (ଦେଖ:rc://*/ta/man/translate/figs-metonymy)