# we have received grace and apostleship ଈଶ୍ବର ପାଉଲଙ୍କୁ ପ୍ରେରିତ ହେବାର ଦାନ ଦେଇଅଛନ୍ତି। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ମୋତେ ପ୍ରେରିତ କରିଅଛନ୍ତି। ଏହା ଏକ ବିଶେଷ ସୁଯୋଗ ଅଟେ। ” (ଦେଖ:[[rc://*/ta/man/translate/figs-activepassive]]) # for obedience of faith among all the nations, for the sake of his name ପାଉଲ “ନାମ” ଶବ୍ଦର ବ୍ୟବହାର ଯୀଶୁଙ୍କୁ ସୂଚାଇବାକୁ ଏକ ଉପନାମ ରୂପରେ କରିଅଛନ୍ତି। ଅନ୍ୟ ଏକ ଅନୁବାଦରେ: “ସମସ୍ତ ଜାତି ନିକଟରେ ଶିକ୍ଷା ଦେଇ ତାହାଙ୍କ ସମ୍ମୁଖରେ ଆଜ୍ଞାକାରୀ ହେବା ନିମନ୍ତେ, କାରଣ ସେମାନେ ତାହାଙ୍କଠାରେ ବିଶ୍ବାସ କରନ୍ତି” (ଦେଖ:[[rc://*/ta/man/translate/figs-metonymy]])