or_tn/rom/01/03.md

1.0 KiB

concerning his Son

ଏହା “ଈଶ୍ବରଙ୍କ ସୁସମାଚାରକୁ”, ଦର୍ଶାଏ, ଶୁଭ ସମ୍ବାଦ ଏହା ଯେ ପରମେଶ୍ବର ତାହାଙ୍କ ପୁତ୍ରଙ୍କୁ ଜଗତକୁ ପଠାଇବାକୁ ପ୍ରତିଜ୍ଞା କଲେ।

Son

ଈଶ୍ବରଙ୍କ ପୁତ୍ର, ଯୀଶୁଙ୍କ ପାଇଁ ଏହା ଗୁରୁତ୍ବପୁର୍ଣ୍ଣ ନାମ ଅଟେ । (ଦେଖ:rc://*/ta/man/translate/guidelines-sonofgodprinciples)

who was a descendant of David according to the flesh

ଏଠାରେ “ଶରୀର” ଶବ୍ଦ ଭୌତିକ ଶରୀରକୁ ଦର୍ଶାଏ । ଅନ୍ୟ ଏକ ଅନୁବାଦରେ: “ଯେ ଭୌତିକ ଶରୀରର ଅନୁସାରେ ଦାଉଦଙ୍କ ବଂଶଜ ଅଟନ୍ତି” ବା “ଯେ ଦାଉଦଙ୍କ ପରିବାରରେ ଜନ୍ମ ହୋଇଥିଲେ” (ଦେଖ:rc://*/ta/man/translate/figs-explicit)