or_tn/rom/01/03.md

12 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# concerning his Son
ଏହା “ଈଶ୍ବରଙ୍କ ସୁସମାଚାରକୁ”, ଦର୍ଶାଏ, ଶୁଭ ସମ୍ବାଦ ଏହା ଯେ ପରମେଶ୍ବର ତାହାଙ୍କ ପୁତ୍ରଙ୍କୁ ଜଗତକୁ ପଠାଇବାକୁ ପ୍ରତିଜ୍ଞା କଲେ।
# Son
ଈଶ୍ବରଙ୍କ ପୁତ୍ର, ଯୀଶୁଙ୍କ ପାଇଁ ଏହା ଗୁରୁତ୍ବପୁର୍ଣ୍ଣ ନାମ ଅଟେ । (ଦେଖ:[[rc://*/ta/man/translate/guidelines-sonofgodprinciples]])
# who was a descendant of David according to the flesh
ଏଠାରେ “ଶରୀର” ଶବ୍ଦ ଭୌତିକ ଶରୀରକୁ ଦର୍ଶାଏ । ଅନ୍ୟ ଏକ ଅନୁବାଦରେ: “ଯେ ଭୌତିକ ଶରୀରର ଅନୁସାରେ ଦାଉଦଙ୍କ ବଂଶଜ ଅଟନ୍ତି” ବା “ଯେ ଦାଉଦଙ୍କ ପରିବାରରେ ଜନ୍ମ ହୋଇଥିଲେ” (ଦେଖ:[[rc://*/ta/man/translate/figs-explicit]])