or_tn/rev/22/16.md

1.5 KiB
Raw Permalink Blame History

to testify to you

ଏଠାରେ “ତୁମ୍ଭମାନଙ୍କ” ଶବ୍ଦ ବହୁବାଚକ ଅଟେ I (ଦେଖ: rc://*/ta/man/translate/figs-you)

the root and the descendant of David

“ମୂଳ” ଓ “ବଂଶଜ” ଶବ୍ଦ ଗୁଡିକ ମୌଳିକଭାବରେ ସମାନ ବିଷୟ ଅଟେ I ଯୀଶୁ ଜଣେ “ବଂଶଜ” ହେବା ବିଷୟରେ କୁହାଯାଏ ଯେପରି ସେ ଏକ “ମୂଳ,” ଯାହା ଦାଉଦଙ୍କଠାରୁ ବୃଦ୍ଧି ପାଇଲା I ଏକତ୍ରଭାବରେ ଏହି ଶବ୍ଦଗୁଡିକ ଗୁରୁତ୍ବ ଦେଉଛନ୍ତି ଯେ ଯୀଶୁ ଦାଉଦଙ୍କ ପରିବାରର ଅଟନ୍ତି I (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-doublet]])

the bright morning star

ଯୀଶୁ ଆପଣା ସମ୍ବନ୍ଧରେ କହନ୍ତି ଯେପରି ସେ ଏକ ଉଜ୍ଜଳ ତାରା ଅଟନ୍ତି ଯାହା ବେଳେବେଳେ ଅତି ପ୍ରଭାତରେ ଦେଖା ଦେଇଥାଏ ଓ ସୂଚାଇ ଦିଏ ଯେ ଏକ ନୁତନ ଦିନ ଆରମ୍ଭ ହେବାକୁ ଯାଉଛି I ଦେଖ ତୁମେ କିପରି “ପ୍ରଭାତୀ ତାରା”କୁ ପ୍ରକାଶିତ ବାକ୍ୟ :୨୮ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/figs-metaphor)