or_tn/rev/02/28.md

1.4 KiB
Raw Permalink Blame History

Just as I have received from my Father

କେତେକ ଭାଷାରେ ହୁଏତ କ’ଣ ପ୍ରାପ୍ତ ହେଲା କହିବା ଆବଶ୍ବକ ହୁଏ I ସମ୍ଭାବିତ ଅର୍ଥଗୁଡିକ ୧) “ଆମ୍ଭେ ଯେପ୍ରକାରେ ଆମ୍ଭର ପିତାଙ୍କଠାରୁ ଅଧିକାର ପ୍ରାପ୍ତ ହୋଇଅଛୁ” କିମ୍ବା ) “ଆମ୍ଭେ ଯେପ୍ରକାରେ ଆମ୍ଭର ପିତାଙ୍କଠାରୁ ପ୍ରଭାତୀତାରା ପ୍ରାପ୍ତ ହୋଇଅଛୁ” (ଦେଖ: rc://*/ta/man/translate/figs-explicit)

my Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ମହତ୍ବପୂର୍ଣ୍ଣ ଶୀର୍ଷକ ଅଟେ ଯାହା ଈଶ୍ବର ଓ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: rc://*/ta/man/translate/guidelines-sonofgodprinciples)

I will also give him

ଏଠାରେ “ତାହାଙ୍କୁ” ଯେ ଜୟ କରେ ତାହାଙ୍କୁ ବୁଝାଏ I

morning star

ଏହା ଏକ ଉଜ୍ଜଳ ତାରା ଯାହା ବେଳେବେଳେ ପ୍ରାତଃ ହେବା ପୂର୍ବରୁ ଭୋର ସମୟରେ ଦେଖାଦିଏ I (ଦେଖ: rc://*/ta/man/translate/writing-symlanguage)